ନାରୀର ଆତ୍ମାର ସୌରଭ ଉଡ଼ି ଯାଉଛି, ତାହାର ବାହ୍ୟରୂପ ନେଇ ପୁରୁଷ ତାହାର ସ୍ତାବକ ହୋଇ ତାକୁ ନିବେଦନ କରୁଛି—‘‘ତୁମେ କି ସୁନ୍ଦର ।’’ ଏଥିରେ ନାରୀ ଆତ୍ମହରା ହୋଇ ନିଜର ଶ୍ରେୟର ପଥରେ ମୂଳରୁ କଣ୍ଟକ ରୋପି ଦେଉଅଛି । ଆପାତ ପ୍ରେୟ କେବଳ ତା’ର କାମନାର ବସ୍ତୁ ହୋଇ ପଡ଼ୁଅଛି ।
ବହି- ନାରୀ ଜଗତ ଲେଖିକା- ଶ୍ରୀମତୀ ସରଳା ଦେବୀ https://ova.gov.in/de/ReadEbooks?bid=2nltq04ztmk=
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy