ଖାଲି ମାଟି, ଗୋବର ଓ କୁଟାଦେଇ ମୂର୍ତ୍ତି ଗଢ଼ାଯାଏନା । ସେଥିରେ ରଙ୍ଗ ଦେଇ ତାକୁ ସୁନ୍ଦର କରିବାକୁ ପଡ଼େ । ସେପରି ସତ କଥା ଭିତରେ କିଛି କଳ୍ପନାର ବସ୍ତୁ ନ ପଶିଲେ ଲେଖା ସୁନ୍ଦର ହୁଏନା ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy