Odia Blog

ସେମାନଙ୍କର ଚିଠି
Date : September 20, 2025

କେଡ଼େ ବଡ଼ ଏବଂ ଆଗ୍ରହ-ଉଦ୍ଦୀପକ କଥାଟିଏ ସମ୍ଭବ ହୁଏ ଯେ କେତେଜଣ ଏକତ୍ର ମିଶି ଗୋଷ୍ଠୀଟିଏ ସମ୍ଭବ କରନ୍ତି ଓ କାର୍ଯ୍ୟ କରୁଥାନ୍ତି,–ସେମାନେ ସମସ୍ତେ ହିଁ ସକ୍ରିୟ ହୋଇ ରହିଥାନ୍ତି । ଆମର ବର୍ତ୍ତମାନର କର୍ମୀସମୂହକୁ ପ୍ରକୃତରେ ସେହିଭଳି ଗୋଷ୍ଠୀଟିଏ ବୋଲି କୁହାଯିବ-। ଏହି ପୃଥିବୀରେ ତ କେତେ ଭଳି ଭ୍ରାନ୍ତି ଏବଂ ଅସ୍ପଷ୍ଟତାମାନ ଭିଡ଼ ବାନ୍ଧି ରହିଛନ୍ତି; ତେଣୁ, ଆପଣାର ସହମନୁଷ୍ୟମାନଙ୍କର ସହାୟତା ଏବଂ ପରିଚର୍ଯ୍ୟା କରି ପାରିବାର ଯଥାର୍ଥ ପନ୍ଥାଗୁଡ଼ିକୁ ଆବିଷ୍କାର କରି ପାରିବା ଏଠି ମୋଟେ ସହଜ ହୁଏନାହିଁ ।

 
ଲେଖକ- ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୪
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll