Odia Blog

ଲୋକବନ୍ଧୁ ଗୋପବନ୍ଧୁ
Date : September 8, 2025

ଗୋପବନ୍ଧୁଙ୍କ ନାମକରଣ ପଛରେ ତାଙ୍କ ନାମର ସାର୍ଥକତା ଲୁଚିରହିଛି । ଶ୍ରୀକୃଷ୍ଣ ଥିଲେ ପ୍ରକୃତରେ ଗୋପର ବନ୍ଧୁ, ଗୋପପ୍ରାଣ ଓ ଗୋପୀପ୍ରାଣୀ । ସେ ମହାଭାରତ ଯୁଦ୍ଧର ମଧ୍ୟ ସୁତ୍ରଧର ଥିଲେ । ସେ ଯୁଦ୍ଧ ଥିଲା ନୀତି ଅନୀତିର ଯୁଦ୍ଧ, ସାମ୍ରାଜ୍ୟବାଦ ଓ ସାମ୍ୟବାଦର ଯୁଦ୍ଧ, ସ୍ୱେଚାରୀ ଓ ଗଣତନ୍ତ୍ରୀର ଯୁଦ୍ଧ । ଏଥିରେ କୃଷ୍ଣଙ୍କର ଭୂମିକା ଚିରଉଜ୍ଜ୍ୱଳମୟ । ଏ ଯୁଦ୍ଧରେ ଧର୍ମ ଓ ନୀତିର ବିଜୟ ହୋଇଛି ।

 
ଲେଖକ- ଶ୍ରୀ ନରସିଂହ ମିଶ୍ର 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll