Odia Blog

ବାଲିଘର
Date : September 8, 2025

ଭଗବତ୍‍ ଗୀତା ହିନ୍ଦୁମାନଙ୍କର ପ୍ରିୟ ଧର୍ମଗ୍ରନ୍ଥ । କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ସଂସାର ଓ ଜୀବନ ବିଷୟରେ ଅର୍ଜୁନଙ୍କୁ ଯାହା ଉପଦେଶ ଦେଇଥିଲେ, ଗୀତାର ଅଠରଟି ଅଧ୍ୟାୟରେ ତାହା ବର୍ଣ୍ଣନା କରାଯାଇଛି । ଭଗବତ୍‍ ଗୀତା ସଂସ୍କୃତରେ ଲେଖା ହୋଇଥିଲେ ମଧ୍ୟ ତା’ର ଭାବାର୍ଥ ବୁଝିବା ଭାରି କଷ୍ଟ । ସେଥିପାଇଁ ଅନେକ ବଡ଼ ବଡ଼ ପଣ୍ଡିତ ଗୀତା ଉପରେ ଟୀକା ରଚନା କରିଯାଇଛନ୍ତି । ଯେତେଗୁଡ଼ିଏ ଟୀକା ରଚନା କାରାଯାଇଛି ସବୁ ଭିତରେ ଶ୍ରୀଧର ସ୍ୱାମୀଙ୍କ ଲିଖିତ ଟୀକା ସବୁଠାରୁ ଭଲ ଓ ଠିକ୍‍ ବୋଲି ବିଚାର କରାଯାଇଥାଏ ।

(ଓଡ଼ିଆ ସାହିତ୍ୟ ଏକାଡେମୀ)

ଅଧିକ ଜାଣନ୍ତୁ...

Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll