Odia Blog

ଆମ ମଧୁବାବୁ
Date : September 10, 2025

ଜାତି ଓ ଜାତୀୟ ଜୀବନର ଉତ୍ଥାନ ଏବଂ ପତନ ଅଛି । ଯୁଗେ ଯୁଗେ ଜାତିର ଏହି ଅବସ୍ଥା ଘଟେ ଗୋଟିଏ କାରଣରୁ । ଜାତୀୟ ବୀରଙ୍କ ଦ୍ୱାରା ଜାତି ସଭ୍ୟତା ସୋପାନରେ ଉଚ୍ଚ ସ୍ତରକୁ ଉଠେ; ଜାତୀୟ ବୀରଙ୍କ ବିନା ଜାତି ପତନାଭିମୁଖି ହୁଏ । ତେଣୁ ଜାତି ଓ ଜାତୀୟ ଜୀବନର ଇତିହାସ ଆଲୋଚନା କଲାବେଳେ ଜାତୀୟ ବୀରଗଣଙ୍କ ଜୀବନୀ ପର୍ଯ୍ୟାଲୋଚନା ନାଗରିକ ଜୀବନର ଏକ ଅଙ୍ଗ । ଇତିହାସ ବା ଆଉ କ’ଣ ? ଜାତୀୟ ବୀରଗଣଙ୍କ କାର୍ଯ୍ୟାବଳୀର ଧାରାବାହିକ ବିବରଣୀ ।
 

ଲେଖକ– ଶ୍ରୀ ନବକିଶୋର ଦାସ
ଅଧିକ ଜାଣନ୍ତୁ...










Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll