ଯମୁନା କିନ୍ତୁ ନିଜର କଷ୍ଟକୁ ନିରବରେ ସହିଯାଏ । ମୁହଁ ଫିଟାଇ କିଛି କହେ ନାହିଁ । ସଦାପ୍ରସନ୍ନ ମୁହଁଟି ଉପରେ ଯନ୍ତ୍ରଣାର ଚିହ୍ନ ସୁସ୍ପଷ୍ଟ ! ସବୁ କଷ୍ଟକୁ ନିର୍ବିକାର ଭାବରେ ସହିଯାଏ ସେ । ଯେପରି କିଛି ହୋଇନାହିଁ । ପଶୁର ନିର୍ବୋଧ ଭାଷା ପରି ତା’ ମୁହଁ ଦେଖି କିଛି ବୁଝି ହୁଏନାହିଁ ।
ଲେଖକ– ସାତକଡ଼ି ହୋତା ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy