Odia Blog

ଚଲାପଥର ଗୀତିଗାଥା
Date : September 23, 2025

ହରିହରର ପୂର୍ବପଟ ଭିଟାରେ ଥିବା ଛପର ଘରଟି ଅନେକ ଦିନ ଧରି ମରାମତି ନ ହୋଇ ପଡ଼ିଛି । ବୁଢ଼ୀ ଏହି ଘରଟିରେ ରହେ । ଗୋଟିଏ ବାଉଁଶ ଆଲଣାରେ ଖଣ୍ଡେ ଦୁଇଖଣ୍ଡ ଛିଣ୍ଡା ମଇଳା ଥାନ ଲୁଗା ଥୁଆ ହୋଇଥାଏ । ଛିଣ୍ଡା ଜାଗାଗୁଡ଼ିକ ଦୁଇପଟୁ ଏକା ସାଙ୍ଗରେ ଗଣ୍ଠି ଗଣ୍ଠି ହୋଇ ବନ୍ଧା । ଆଜିକାଲି ବୁଢ଼ୀ ଆଖିକୁ ଦେଖାଯାଏନି, ଛୁଞ୍ଚିରେ ସୂତା ପୂରାଇ ପାରେନି ।
 
ଲେଖକ- ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ, ଡକ୍ଟର ହରିପଦ ଶତପଥୀ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୦









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll