- ଜଣା ଅଜଣା
- ପ୍ରସ୍ତାବନା
- ସୂଚୀ
- ଜଣା ଅଜଣା
- ଛୋଟ ଶିଶୁମାନେ ଦିନମାନ ଭିତରେ ବାରମ୍ବାର କାନ୍ଦିଥାନ୍ତି କାହିଁକି ?
- କେହି କେହି ହଠାତ୍ଅଚେତ ହୋଇପଡ଼ନ୍ତି କାହିଁକି ?
- ସ୍ତ୍ରୀ ଲୋକମାନଙ୍କ ମୁହଁରେ ନିଶଦାଢ଼ି ଉଠେନି କାହିଁକି ?
- ଶ୍ଵାସକ୍ରିୟାରେ ଗୋଟିଏ ପଟର ନାସାରନ୍ଧ୍ର ପ୍ରଧାନ ଭୂମିକା ଗ୍ରହଣ କରିଥାଏ କାହିଁକି ?
- ମୁଣ୍ଡର ପଛପଟେ ମାଡ଼ ବାଜିଲେ ହଠାତ୍ଆଖିରେ ଆଲୋକର ଝଲକ ଦେଖାଯାଏ କାହିଁକି ?
- ମାନସିକ ଦୁଶ୍ଚିନ୍ତା ବଢ଼ିଗଲେ ମୁଣ୍ଡର କେଶ ଧଳା
- ହୋଇଯାଇପାରେ କି ?
- ଆଙ୍ଗୁଠି ନଖରେ ବେଳେବେଳେ ଧଳା ଧଳା ଛିଟା ଦେଖାଯାଏ କାହିଁକି ?
- ମାଛ ଖାଇଲେ ହୃଦ୍ରୋଗକୁ କେତେକାଂଶରେ ନିବାରଣ କରାଯାଇପାରିବ କି ?
- ଯେଉଁ ଯୁବକମାନଙ୍କର ପାଦ ଦୁଇଟି ଚେପ୍ଟା, ସେମାନଙ୍କୁ ସୈନ୍ୟବିଭାଗରେ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କରାଯାଏନି କାହିଁକି ?
- ଥଣ୍ଡା ଧରିଲେ ନାକରୁ ପାଣି ବହେ କାହିଁକି ?
- ଶୋଇକରି ଉଠିଲା ପରେ ପରେ ଆଖୁ ଦୁଇଟି ରଙ୍ଗା
- ଦେଖାଯାଏ କାହିଁକି ?
- ଚାଲିଲାବେଳେ ଆମର ହାତ ଦୁଇଟି ମଧ୍ୟ ଆଗପଛ
- ହେଉଥାଏ କାହିଁକି ?
- ଦେହର ତାପମାତ୍ରା ରକ୍ଷା ହୋଇଥାଏ କିପରି ?
- ଦେହରେ ତାପ ଜାତ ହୁଏ କିପରି ?
- ଜ୍ଵର ହୁଏ କାହିଁକି ?
- ଜ୍ଵର ଲକ୍ଷଣ ପ୍ରକାଶ କରୁଥିବା ସବୁ ରୋଗରେ କଅଣ ଜ୍ଵରର ପ୍ରକାର ସମାନ ?
- ଜ୍ଵରରୋଗୀକୁ କି କି ଖାଦ୍ୟ ଖାଇବାକୁ ଦେବା ଦରକାର ?
- ଏ ଥର୍ମୋମିଟର୍ରେ ଜ୍ଵର ମପାଯାଏ କିପରି ?
- ତାପମାନ ଯନ୍ତ୍ର ବା ଥର୍ମୋମିଟର୍-
- ଥର୍ମୋମିଟର୍ବ୍ୟବହାର କରିବେ କିପରି ?
- ଦେହରେ ବେଶୀ ଜ୍ଵର ଥିଲେ କଅଣ କରିବେ ?
- ଜଣ ଜଣଙ୍କର ବେଳେବେଳେ କଳାଝାଡ଼ା ହୁଏ କାହିଁକି ?
- ଆଣ୍ଟିବାୟୋଟିକ୍ସାଙ୍ଗରେ ଡାକ୍ତରମାନେ ଭିଟାମିନ୍ବଟିକା ଖାଇବାକୁ ପରାମର୍ଶ ଦିଅନ୍ତି କାହିଁକି ?
- ଛୋଟ ଛୁଆମାନେ ଆଙ୍ଗୁଠି ଚୁଚୁମନ୍ତି କାହିଁକି ?
- ଦୃଷ୍ଟିହୀନମାନେ କ’ଣ ସ୍ୱପ୍ନ ଦେଖିଥାନ୍ତି ?
- ଲଙ୍କା ଚୋବେଇଦେଲେ ରାଗ କାଟିବା ପାଇଁ ଗୁଡ଼ କି ଚିନି ଭଳି ମିଠା ଦ୍ରବ୍ୟ ଖିଆଯାଏ କାହିଁକି ?
- ଆମେ ଚିନ୍ତିତ ହୋଇପଡ଼ିଲେ କି ହଠାତ୍ଛାନିଆଁ ହୋଇପଡ଼ିଲେ ଆମର ଝାଳ ବୁଡ଼ିଯାଏ କାହିଁକି ?
- ଜୋର୍ରେ ଦୌଡ଼ିଲେ ଶ୍ଵାସକ୍ରିୟା ଓ ନାଡ଼ିର ହାର ବଢ଼ିଯାଏ କାହିଁକି ?
- ଆମେ ସ୍ଵାଦ ବାରିପାରୁ କିପରି ?
- ‘ପୂଯ' ବୋଇଲେ କଅଣ ?
- ବୟସ ବଢ଼ିଲେ ଚମ ଲୋଚାକୋଚା ହୋଇଯାଏ କାହିଁକି ?
- ଦେହର କୌଣସି ଜାଗାରେ ମାଡ଼ ବାଜିଲେ ଚମ ପଚା
- ପଡ଼ିଯାଏ କାହିଁକି ?
- ଗୋଟିଏ ଆଖି ବନ୍ଦ କରିଦେଲେ ଖୋଲା ଆଖିଟିରେ ଲକ୍ଷ୍ୟ କରିବା ସହଜ ହୋଇଯାଏ କାହିଁକି ?
- କୁଣ୍ଡେଇ ହେବାର କାରଣ କଅଣ ?
- ମଣିଷ ଶରୀରରେ ଅନ୍ୟପ୍ରାଣୀଙ୍କର ଅଙ୍ଗ ପରିରୋପଣ କରାଯାଇପାରିବ କି ?
- କୁତୁକୁତୁ କଲେ ଆମକୁ ହସମାଡ଼େ କାହିଁକି ?
- ଚମ ଉପରେ ଦେଖା ଯାଉଥିବା କଳାଜାଇଗୁଡ଼ିକ କଅଣ ?
- ବଥ ବାହାରେ କାହିଁକି ?
- ହାତର ମଝିଆଙ୍ଗୁଠିଟି ଅନ୍ୟ ଆଙ୍ଗୁଠି ଗୁଡ଼ିକଠାରୁ ବଡ଼ କାହିଁକି ?
- କୁଣ୍ଡେଇଦେଲେ ଗଲୁ ମରିଯାଏ କାହିଁକି ?
- ଖରା ଆଲୁଅରେ କିଛି ସମୟ ଠିଆହୋଇ ଅନ୍ଧାରୁଆ କୋଠରି ଭିତରକୁ ପଶିଗଲେ ଆମେ ହଠାତ୍ ଜଳକା ହୋଇଯାଉ କାହିଁକି ?
- ମୋଟାମୋଟି ଭାବରେ ସୁସ୍ଥ ବୋଲି ଜଣା ପଡୁଥିବା ଲୋକ ହଠାତ୍ମୃତ୍ୟୁବରଣ କରିବାର କାରଣ କଅଣ ?
- ରୋଗୀ ମରିଗଲାଣି ବୋଲି ଡାକ୍ତରମାନେ ଜାଣିପାରନ୍ତି କିପରି ?
- ମଣିଷ ଶରୀରରେ କ’ଣ ବିଦ୍ୟୁତ୍ଶକ୍ତି ଜାତ ହୁଏ ?
- ଯାଦୁ ହୁଏ କାହିଁକି ?
- ଆମ ଶରୀରରେ ଥିବା ଅଗ୍ନ୍ୟାଶୟର କାମ କଅଣ ?
- ଆମ୍ଭେମାନେ କଥା କହିପାରୁ କିପରି ?
- ଶିଶୁ ଅବସ୍ଥାରେ ଏକାଧିକ ଭାଷା ଶିଖିବା ସହଜ କାହିଁକି ?
- ଆପଣଙ୍କୁ ଡାଇବେଟିସ୍ହେବାର ସମ୍ଭାବନା ଅଛି କି ?
- କେଉଁମାନେ ଡାଇବେଟିସ୍ଭୋଗିବାର ବେଶୀ ସମ୍ଭାବନା ?
- ଡାଇବେଟିସ୍ହୋଇଛି ବୋଲି ସନ୍ଦେହ କରିବ କିପରି ?
- ରୋଗ ନିର୍ଣ୍ଣୟ କରାଯାଏ କିପରି ?
- ରକ୍ତ-ଗୁ କୋଜ୍ପରୀକ୍ଷା
- ଡାଇବେଟିସ୍ର ଚିକିତ୍ସା କରାଯାଏ କିପରି ?
- ଡାଇବେଟିସ୍ରୋଗକୁ କ’ଣ ନିବାରଣ କରିହେବ ?
- ନଖ ନ କାଟିଲେ ନଖ ବଢ଼ି ବଢ଼ି ଯାଏ, କିନ୍ତୁ ଆମ ଦାନ୍ତ କାହିଁକି ବଢ଼େନି ?
- ନଖ କି ବାଳ କାଟିଲେ ଯନ୍ତ୍ରଣା ଅନୁଭୂତ ହୁଏନାହିଁ କାହିଁକି ?
- ହାତ ପାପୁଲି ଓ ପାଦ ତଳିପାରେ ବାଳ ଉଠେନି କାହିଁକି ?
- ମିଛଧରା ଯନ୍ତ୍ର (Lie Detector) ମିଛକଥାକୁ ଧରାପକାଇ ଦିଏ କିପରି ?
- ଶୀତଦିନେ ଓଠ, ଗୋଡ଼ ଇତ୍ୟାଦି ଫାଟେ କାହିଁକି ?
- ଶୀତଲାଗିଲେ ଦେହ ଥରେ କାହିଁକି ?
- ଦେହରୁ ଝାଳ ବାହାରେ କାହିଁକି ?
- ଆଗକୁ ଜୋର୍ରେ ଦୌଡ଼ି ପାରିଲାଭଳି ଆମେ ପଛକୁ କାହିଁକି ଚଞ୍ଚଳ ଦୌଡ଼ି ପାରୁନା ?
- ଆଖିରେ ଅନ୍ଧପୁଟୁଳି ବାନ୍ଧିଲେ ରାସ୍ତାରେ ସିଧା ସିଧା
- ଚାଲିହୁଏନି କାହିଁକି ?
- ଆମର ହାଇ ଉଠେ କାହିଁକି ?
- ଶୀତନିଦ୍ରା ବା ହାଇବରନେସନ୍କଅଣ ?
- ସ୍ତନ୍ୟପାୟୀ ପ୍ରାଣୀଙ୍କଠାରେ ସ୍ତନର କାମ କଅଣ ?
- ବଜ୍ରକାପ୍ତା ଏବଂ ଅଣ୍ଡାଦେଉଥିବା ପ୍ଲାଟିପସ୍ମଧ୍ୟ ସ୍ତନ୍ୟପାୟୀ ଜୀବ ।
- କ୍ଷୀରରେ କ’ଣ କ’ଣ ଉପାଦାନମାନ ଥାଏ ?
- ଗାଈ କ୍ଷୀର, ମଇଁଷି କ୍ଷୀର, ଛେଳି, ମେଣ୍ଢାଙ୍କ କ୍ଷୀର ଇତ୍ୟାଦି ଭିତରୁ ଆମ ପାଇଁ କାହାର କ୍ଷୀର ଅଧିକ ପୁଷ୍ଟିଯୁକ୍ତ ?
- ମା’ ସ୍ତନରୁ କ୍ଷରିତ ପ୍ରଥମ କ୍ଷୀର ଶିଶୁପାଇଁ ବେଶୀ ଉପକାରୀ କାହିଁକି ?
- କ୍ଷୀର ମଣିଷ ଶରୀରରେ କେଉଁ ପ୍ରକାରର ଅଭାବ ପୂରଣ କରିଥାଏ ?
- କ୍ଷୀର, ଦହି ଆଉ ଛେନାରେ ଭିଟାମିନ୍ର ପରିମାଣ ଅଲଗା ଅଲଗା କି ?
- ବେଶୀ କ୍ଷୀର, ଲହୁଣୀ, ଘିଅ ଖାଇଲେ ଏହା ଶରୀର ପାଇଁ ହିତକର କି ?
- କ୍ଷୀରରୁ ପ୍ରସ୍ତୁତ ହୁଏ ଦହି । କ୍ଷୀର ମିଠା ଲାଗିଲାବେଳେ ଦହି ଖଟା ଲାଗେ କାହିଁକି ?
- କଞ୍ଚା କ୍ଷୀରକୁ ନ ଫୁଟେଇ କିଛି ସମୟ ଧରି ରଖିଦେଲେ ତାହା ଛିଣ୍ଡିଯାଏ କାହିଁକି ?
- କଞ୍ଚାକ୍ଷୀର ଆମ ଦେହ ପାଇଁ ଉପକାରୀ କି ? ଯଦି ନୁହେଁ କାହିଁକି ?
- ଗୁଣ୍ଡଦୁଧ ତିଆରି ହୁଏ କିପରି ? ଶରୀର ଉପରେ ଏହାର କୌଣସି କୁପ୍ରଭାବ ଅଛି କି ?
- ଶିଶୁମାନଙ୍କ ଖାଦ୍ୟ ଉପଯୋଗୀ ଡବାଦୁଧ ପ୍ରସ୍ତୁତ କରାଯାଏ କିପରି ?
- କଣ୍ଡେନ୍ସଡ୍ମିଲ୍କ ତିଆରି ହୁଏ କିପରି ?
- ଦହି ଦେହପାଇଁ କ୍ଷତିକାରକ କି ?
- ଘିଅ ଓ ବନସ୍ପତି ଘିଅ ମଧ୍ୟରେ ପାର୍ଥକ୍ୟ କଅଣ ?
- ଘିଅ ଖାଇବାର କୌଣସି ବୟସ ସୀମା ଅଛି କି ?
- ଘିଅକୁ ଅଧିକଦିନ ଧରି ରଖିଲେ ତାହା ଗନ୍ଧ ଛାଡ଼େ କାହିଁକି ? ଏପରି ଘିଅ ସ୍ଵାସ୍ଥ୍ୟପକ୍ଷେ ହିତକର କି ?
- ତେଲ ଆଉ ଘିଅ ମଧ୍ୟରେ ପାର୍ଥକ୍ୟ କଅଣ ?
- ଲହୁଣୀ ଆଉ ଘିଅ ମଧ୍ୟରେ ପାର୍ଥକ୍ୟ କଅଣ ?
- ଛେନାରେ ଥିବା ପୁଷ୍ଟିସାର ମାଛମାଂସରେ ଥିବା ପୁଷ୍ଟିସାରଠାରୁ ଅଲଗା କି ?
- ବନସ୍ପତି ଏପରି କଠିନ ରହେ କାହିଁକି ?
- ଛେନା ଖାଇଲେ କ’ଣ ଲୋକ ମୋଟା ହୋଇଯାଏ ?
- ଜ୍ଵର ହେଲେ କିମ୍ବା ତଣ୍ଟିରେ କଫ ବସିଗଲେ ଲୋକମାନେ କ୍ଷୀର ଖାଇବାକୁ ମନା କରନ୍ତି କାହିଁକି ?
- ଘିଅ ଖାଇଲେ ଦେହରୁ ଅଧିକ ଝାଳ ବାହାରେ କି ?
- ଘିଅ ଖାଇଲେ ବୁଦ୍ଧି ବଢ଼େ କି ?
- ରାତିରେ ଦହି ନ ଖାଇବାକୁ କେତେକ ବ୍ୟକ୍ତି ପରାମର୍ଶ ଦେଇଥାଆନ୍ତି । ଏହାର କ’ଣ ସତରେ କିଛି କୁପ୍ରଭାବ ଅଛି ?
- କ୍ଷୀର କିମ୍ବା କ୍ଷୀରଜାତ ଦ୍ରବ୍ୟ ସହ ଆମିଷ ଖାଇବାକୁ ନିଷେଧ କରାଯାଏ କାହିଁକି ?
- ଦହି ସହିତ ମାଛ ଖାଇ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରା ସଫଳ ହୁଏ ବୋଲି କେତେକ ବିଶ୍ୱାସ କରନ୍ତି, ଏହା ସତ କି ?
- ମହାକାଶ ପରିକ୍ରମା କାଳରେ ମହାକାଶଚାରୀମାନେ କେଉଁ କେଉଁ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ?
- ମହାକାଶ ଯାତ୍ରାରେ ଅନ୍ୟ ଆଶଙ୍କାମାନ କଅଣ ?
- ମହାକାଶଚାରୀମାନେ ଏହି ପ୍ରତିକୂଳ ପରିବେଶର ମୁକାବିଲା କରିଥାନ୍ତି କିପରି ?
- ମହାକାଶଯାତ୍ରୀଙ୍କଠାରେ କ’ଣ କୌଣସି ଆନୁବଂଶିକ ପରିବର୍ତ୍ତନ ଦେଖାଦେଇପାରେ ?
- ମହାକାଶୀୟ ପରିବେଶକୁ ଚିକିତ୍ସା ବିଜ୍ଞାନ ଏବଂ ଜୀବବିଜ୍ଞାନ ସଂପର୍କିତ ଗବେଷଣାରେ କିପରି ଉପଯୋଗ କରାଯାଇପାରିବ ?
- ମହାକାଶଯାତ୍ରାରେ ଉଦ୍ଭିଦମାନଙ୍କର ଉପଯୋଗିତା ଅଛି କି ?
- ମହାକାଶରେ ଜୀବାଣୁ ଏବଂ ଭୂତାଣୁମାନଙ୍କ ଉପରେ ଗବେଷଣା କରାଯିବାର ଆବଶ୍ୟକତା କଅଣ ?
- ମହାକାଶଚାରୀମାନଙ୍କ ପାଇଁ କେଉଁ ପ୍ରକାରର ଖାଦ୍ୟବ୍ୟବସ୍ଥା କରାଯାଇଥାଏ ?
- ବର୍ଷ ବର୍ଷ ଧରି ମହାକାଶରେ ବିଚରଣ କରିବା କିମ୍ବା ଅନ୍ୟ କୌଣସି ଗ୍ରହ କିମ୍ବା ଚନ୍ଦ୍ରଭଳି ଉପଗ୍ରହରେ ବସତି ସ୍ଥାପନ କରିବା ସମ୍ଭବ ହେଲେ ମହାକାଶବାସୀଙ୍କର ଖାଦ୍ୟ ସମସ୍ୟା ସମାଧାନ ହେବ କିପରି ?
- ଖାଦ୍ୟପଦାର୍ଥରେ ରହିଥିବା ବିଭିନ୍ନ ଉପାଦାନଗୁଡ଼ିକୁ ବଟିକା ଆକାରରେ ଯୋଗାଇ ଦିଆଯାଉ ନାହିଁ କାହିଁକି ?
- ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସୁଥିବା ଦେହର ଖୋଲାଅଂଶରେ ଚର୍ମର ରଙ୍ଗ ଅପେକ୍ଷାକୃତ ଅଧିକ କଳା ବା ବାଦାମୀ ଦେଖାଯାଏ କାହିଁକି ?
- ରାତିବେଳା ଅତ୍ୟଧି ଆଲୋକିତ ହୋଇଥିବା କୋଠରି ଭିତରେ ଠିଆ ହୋଇ ଝରକାର କାଚ ଦେଇ ବାହାରକୁ ଚାହିଁଲେ ବାହାରର କିଛି ଜିନିଷ ଆମକୁ ଦେଖାଯାଏ ନାହିଁ କାହିଁକି ?
- ଗରମ ହୋଇଥିବା କୌଣସି ତରଳ ପଦାର୍ଥ ଚର୍ମରେ ପଡ଼ିଗଲେ ଫୋଟକା ବାହାରିପଡ଼େ କାହିଁକି ?
- ଶରୀରକୁ ଭିଟାମିନ୍‘D’ ଯୋଗାଇବାରେ ସୂର୍ଯ୍ୟକିରଣ କିପରି ସାହାଯ୍ୟ କରେ ?
- ନିଦରେ ଶୋଇଗଲା ପରେ ଆମେ ଛିଙ୍କୁନା କାହିଁକି ?
- ଜିଭ କି ପାଟିରେ କ୍ଷତ ହେଲେ ତାହା ଶରୀରର ଅନ୍ୟ ସ୍ଥାନର କ୍ଷତ ଅପେକ୍ଷା ଚଞ୍ଚଳ ଶୁଖିଯାଏ କାହିଁକି ?
- ତାଳି ବଜେଇବାପାଇଁ ଦୁଇଟା ହାତ ଦରକାର କାହିଁକି ?
- ଏକ ନିର୍ଦ୍ଦିଷ୍ଟ ଭଙ୍ଗୀରେ ହାତ କି ଗୋଡ଼ ଅଧିକ ସମୟ ଧରି ସ୍ଥିର ରହିଥିଲେ ତାହା କାହିଁକି ଗୋଦରା ଲାଗେ ଓ ଝିମ୍ଝିମ୍ଲାଗେ ?
- Result
Settings
Reflow text when sidebars are open.